ମାରିୟୁପୋଲ ନଗରୀ ଉପରେ ରୁଷର ବିଜୟ : ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି। ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି। ଏହି ବିଜୟ ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୂଚନା ଦେଇଛନ୍ତି। ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା … Continue reading ମାରିୟୁପୋଲ ନଗରୀ ଉପରେ ରୁଷର ବିଜୟ : ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ